ମୋବାଇଲ ଷ୍ଟୋରରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି କରିନେଲେ ଦୁର୍ବୃତ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୋବାଇଲ ଷ୍ଟୋରରୁ ଲକ୍ଷାଧିକ ଟଙ୍କା ମୋବାଇଲ ଚୋରି କରିନେଇଛନ୍ତି ଦୁର୍ବୃତ୍ତ । ସୂଚନା ଅନୁସାରେ ସ୍ଥାନୀୟ ରମାଇଟକିଜ ନିକଟସ୍ଥ ଏକ ମୋବାଇଲ ଷ୍ଟୋରରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ମୋବାଇଲ ଫୋନ ସହ ନଗଦ ଟଙ୍କା ଦୁର୍ବୃତ୍ତ ମାନେ ଲୁଟି ନେଇଥିବା ନେଇ ଦୋକାନ ମାଲିକ ଶୁଭାକର ମେହେର ପୋଲିସ ପାଖରେ ଅଭିଯୋଗ କରିଛନ୍ତି । ଘଟଣା ତଦନ୍ତ କରୁଛି ପୋଲିସ ।

Leave A Reply

Your email address will not be published.