pakka

ବଲାଙ୍ଗିରର ଝିଅ ଜାଗୃତି ପାଇଲେ ଜୁନିୟର ଫେଲୋସିପ୍ ଆୱାର୍ଡ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଝିଅ ଜାଗୃତି ରଥ ପାଇଛନ୍ତି ଜୁନିୟର ଫେଲୋସିପ୍ ଆୱାର୍ଡ । ତେବେ ତାଙ୍କ ଲୋକ ନୃତ୍ୟରେ ପାରଦର୍ଶିତା ଯୋଗୁଁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ସେ ଏହି ଆୱାର୍ଡ ପାଇଥିବା ସୂଚନା ମିଳିଛି । ତାଙ୍କର ଏହି ସଫଳତା ଯୋଗୁଁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Leave A Reply

Your email address will not be published.

15 + eleven =