oom

ସଡକ ଦୁର୍ଘଟଣା : ୧ ମୃତ ଓ ୨ ଗୁରୁତର

jsmm

ବରଗଡ, (ନିରୋଜ କୁମାର ପାଣୀ) : ଲାଉମୁଣ୍ଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ ଦୁଇ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ସୂଚନା ଅନୂସାରେ ମୃତ ବ୍ୟକ୍ତି ଜଣକ ହେଲେ ବରିଷ୍ଠ ବିଜେଡି ନେତା ନାରାୟଣ ସାହୁଙ୍କ ପୁତୁରା ଯୁଧିଷ୍ଠିର ସାହୁ(୩୫) ଓ ତାଙ୍କର ପୁଅ ସଂଜୀବ ସାହୁ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ବରିଷ୍ଠ ବିଜେଡି ନେତା ତଥା ଓଡିଶା ମୋ ପରିବାରର ସଭାପତି ଗୌରହରି ମିଶ୍ର, ବିଜେଡି ରାଜ୍ୟ ମହିଳା ମୋର୍ଚା ସେକ୍ରେଟାରୀ ଶକୁନ୍ତଳା ମହାପାତ୍ର, ବରଗଡ଼ ଜିଲ୍ଲା ମିଡିଆ ପ୍ରଭାରୀ ସଞ୍ଜୁଳତା ଶତପଥୀ ସମେତ ସାମାଜିକ କର୍ମୀ ଦିବାକର ମାଝୀ ପ୍ରମୁଖ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପହଞ୍ଚାଇ ଚିକତ୍ସାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.