oom

ବୁଢାବାହାଲର ନୂତନ ପଞ୍ଚାୟତ କାର୍ଯ୍ୟାଳୟ ଉଦ୍‌ଘାଟନ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବୁଢାବାହାଲ ନୂତନ ପଞ୍ଚାୟତ କାର୍ୟ୍ୟାଳୟକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ସରପଞ୍ଚ କପିଳ ଭୋଇ ଶୁଭ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ମୃତ୍ୟୁଞ୍ଜୟ ହୋତା ଓ ମୁଖ୍ୟ ପରିଚାଳକ ଗୌରୀ ଶଙ୍କର ସାହୁ, ଦକ୍ଷ ନଥିପତ୍ର ପରିଚାଳିକା ଗିରିଶୁତା ସାହୁ ଓ ସଭାନେତ୍ରୀ ତିଳୋତ୍ତମା ନାଗ, ସମ୍ପାଦିକା ବିଳାସିନୀ ଭୋଇ, ଦମୟନ୍ତୀ ସାହୁ, ହେମାନ୍ଦ୍ରି ଉଦ୍‌ଘାତା, ନିଲାନ୍ଦ୍ରି ନନ୍ଦିନୀ ସୁନା, ରତନି ଭୋଇ, ସୀମା ପୋଢ଼, ଅରୁଣା ପୁଟେଲ୍, ବଲ୍ଲଭି ରଣା, ନିରୁପମା ରଣା, ସଞ୍ଜୁ ପାଣ୍ଡେ, ସୂର୍ୟ୍ୟକାନ୍ତି ସାହୁ, ରିଙ୍କି ସାହୁ, ଯାଜ୍ଞସିନି ସାହୁ, ନଳିନୀ ବକୁଳ, କମଳିନୀ ସାହୁ ସମେତ ସ୍ଵୟଂ ସହାୟିକା ମହିଳାମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.