ବଲାଙ୍ଗିର ପୋଲିସ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏବେ ଶୀତରେ ଥରୁଛି ବଲାଙ୍ଗିର । କିଛି ଦିନ ହେଲା ସହରରେ ଶୀତ ବଢ଼ିଥିବା ଯୋଗୁଁ ଗରିବ, ନିଃସହାୟ, ନିରାଶ୍ରିତ ଲୋକେ ଘୋର ଅସୁବିଧାରେ ରହୁଥିବା ବେଳେ ବଲାଙ୍ଗିର ପୋଲିସ ପକ୍ଷରୁ ସ୍ୱେଟର, କମ୍ବଳ ଆଦି ଶୀତବସ୍ତ୍ର ବଂଟନ କରାଯାଇଛି । ପୋଲିସର ଏଭଳି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.