ଜିଲ୍ଲାର ସମସ୍ତ ବ୍ଳକ୍‌ ଏବଂ ସହରାଂଚଳରେ ସହାୟତା କେନ୍ଦ୍ରର ଯୋଗାଯୋଗ ନମ୍ବର ଜାରି : ବଲାଙ୍ଗିର ଜିଲ୍ଲା ପ୍ରଶାସନର ପଦକ୍ଷେପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ-୧୯ ମୁକାବିଲା କ୍ଷେତ୍ରରେ ଆଉ ଏକ ପଦକ୍ଷେପ ନିଆଯାଇଛି । ଜିଲ୍ଲାର ସମସ୍ତ ବ୍ଲକ୍‌ ଏବଂ ସହରାଂଚଳରେ ସହାୟତା କେନ୍ଦ୍ରର ଯୋଗାଯୋଗ ନମ୍ବର ଜାରି କରାଯାଇଛି । ଏହି ଖବରରେ ପ୍ରଦତ୍ତ ଚିତ୍ରରେ ତାହା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି । କୋଭିଡ-୧୯ ସଂପର୍କୀତ ଅଭିଯୋଗ / ଅନୁରୋଧ / ଜରୁରୀକାଳୀନ ସାହାଯ୍ୟ ପାଇଁ ଏହି ଚିତ୍ରରେ ଦିଆଯାଇଥିବା ଫୋନ୍‌ ନମ୍ବରରେ ଯୋଗାଯୋଗ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.