csstore

‘ଅ’ ପତ୍ରିକାର ସାରସ୍ୱତ ସମାରୋହ

ମ.ରାମପୁର, (ହେମନ୍ତ ସାହୁ) : ରବିବାର ଦିନ ଗୁଗୁଲ ମିଟ ମାଧ୍ୟମରେ ‘ଅ’ପତ୍ରିକାର ଉନ୍ମୋଚିତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାତା ନରେଶ କୁମାର ସାହୁଙ୍କ ସଭାପତିତ୍ୱରେ ଦେବକୀ ସରାଫ ପ୍ରାରମ୍ଭିକ ସଂଗୀତ ଗାନ କରିଥିବା ବେଳେ ସତ୍ୟନାରାୟଣ ମହାପାତ୍ର ମୁଖ୍ୟ ଅତିଥି ରୂପରେ କଳାହାଣ୍ଡିର ଇତିହାସ ଓ ସାହିତ୍ୟକୁ ନେଇ ଦିଗଦର୍ଶନ ଦେଇଥିବା ବେଳେ ଦସ୍ମିତା ସାହୁଙ୍କ ସଂଯୋଜନାରେ ଅଞ୍ଜନା ମାଝୀ, ହେମନ୍ତ ସାହୁ, ସ୍ଵାଗତିକା ମିଶ୍ର, ରାତିନାରାୟଣ ସାହୁ, ଗୌରୀ ମେହେର, ଲଚ୍ଛମନ ମାଝୀ, ଲିପ୍ସାମୟୀ ଦୁବେ, ପଦ୍ମିନୀ ସାହୁ, ଆନ୍ତର୍ଯ୍ୟାମୀ ସାହୁ, ଦୀନେଶ ଅଗ୍ରୱାଲ, ଦୀପ୍ତି ସେଠ, ହର ପାଣ୍ଡେ, ଜଗତ ପାଳ, ଯଶୋଦା ମାଝୀ, ଜ୍ୟୋତି ପଧାନ, ଲୋପାମୁଦ୍ରା ପାଳ, ରମେଶ କୁମାର ସାହୁ, ଆମେରିକାରରୁ ରଂଜିତ କୁମାର ସାହୁ, ସେହ୍ନା ମିଶ୍ର, ରତିନାରାୟଣ ସାହୁ, ଲିଙ୍ଗରାଜ ପୁଞ୍ଜି, ରୁଦ୍ର ଦାଶ, ସବିତା ନାୟକ, ଶୈଳେନ୍ଦ୍ର ସାହୁ, ସନତ ସାହୁ, ପଦ୍ମିନୀ କର୍କରା, ବିଭୁଦେନ୍ଦ୍ର ସାହୁ, ଆଦି ଅନେକ କବି କବିତା ପଠନ କରିଥିବା ବେଳେ କାହ୍ନୁ ଚରଣ ସାହୁ ‘ଅ’ ପତ୍ରିକାରେ ଆଗାମୀ କାର୍ଯ୍ୟକ୍ରମରେ ସୂଚନା ପ୍ରଦାନ କରିଥିଲେ । ଶରତ, ଦୀପକ, ଡୁଲେଶ୍ୱର, ଚନ୍ଦନ, ସହଯୋଗ କରିଥିବା ବେଳେ ତପନ କୁମାର ସାହୁ ପରିଚାଳନା କରିଥିଲେ ଶେଷରେ ଅନୁଷ୍ଠାନରେ ସହସମ୍ପାଦକ ବିଶ୍ଵନାଥ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.