csstore

ଉପରଝର-ଆଠଗାଁ ରାସ୍ତା କଡ଼ରେ ବିସ୍କୁଟ ପେଟିରୁ ନବଜାତ ଶିଶୁର ମୃତ ଦେହ ଉଦ୍ଧାର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅନ୍ତର୍ଗତ ଉପରଝର-ଆଠଗାଁ ରାସ୍ତାରେ ଏକ ନବଜାତ ଶିଶୁର ମୃତ ଦେହ ପୁଲିସ ଉଦ୍ଧାର କରିଥିବା ଜଣାପଡିଛି । ପ୍ରକାଶ ଯେ, ଗତକାଲି ୫ଟା ସମୟରେ ଉପରଝର ଘାଟି ନିକଟରେ ଥିବା ମହୁଲ ଗଛ ତଳେ ବିସ୍କୁଟ ପେଟି ଭିତରେ ଗୋଟିଏ ନବଜାତ ଶିଶୁ ପଡିଥିବା ସ୍ଥାନୀୟ ଯୁବକମାନେ ଦେଖି ବଲାଙ୍ଗିର ଏସ୍‌ଡ଼ିପିଓ ତୋଫାନ ବାଗଙ୍କୁ ଖବର ଦେବା ପରେ ପୁଇଁନ୍ତଲା ପୁଲିସ ଆସି ଶିଶୁର ମୃତ ଦେହକୁ ଉଦ୍ଧାର କରି ନେଇଥିଲା ।

jayashree
Leave A Reply

Your email address will not be published.