pakka

ଗୋବିନ୍ଦ ସାହୁଙ୍କୁ ମୋଷ୍ଟ ୱାନ୍‌ଟେଡ୍‌ ବୋଲି ଘୋଷଣା କଲା ବଲାଙ୍ଗିର ପୋଲିସ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୋଲିସ ହେପାଜତରୁ ଫେରାର୍‌ ମାରିଥିବା ଗୋବିନ୍ଦ ସାହୁଙ୍କୁ ମୋଷ୍ଟ ୱାନ୍‌ଟେଡ୍‌ ବୋଲି ଘୋଷଣା କରିବା ସହ ୨୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି ବଲାଙ୍ଗିର ପୋଲିସ । ଗୋବିନ୍ଦଙ୍କ ବାବଦରରେ ଯିଏ ପୋଲିସକୁ ସୂଚନା ଦେବ ତାଙ୍କୁ ଏହି ପୁରସ୍କାର ବଲାଙ୍ଗିର ପୋଲିସ ତରଫରୁ ଦିଆଯିବ ବୋଲି ଘୋଷଣା କରାଯାଇଛି । ଗୋବିନ୍ଦ ସାହୁଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ତରଫରୁ ତନାଘନା କରାଯାଇଥିବା ବେଳେ ପୋଷ୍ଟର ମଧ୍ୟ ମରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.

20 + ten =