oom

ଲାୟନ୍ସ କ୍ଲବ ନୟାପାଲିରେ ଗଣେଶ ପୂଜା ପାଳିତ

jsmm

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଖରିଦପିପଳ ଗ୍ରାମପଞ୍ଚାୟତ ଅଧିନସ୍ଥ ନୟାପାଲି ଗ୍ରାମରେ ବାବା କାଞ୍ଚନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଲାୟନ୍ସ କ୍ଲବ ତରଫରୁ ଗଣେଶଙ୍କ ପୂଜା ପାଳନ କରାଯାଇଛି । ଏଥିରେ କ୍ଲବର ସଦସ୍ୟ ଚନ୍ଦନ କୁମାର ପାତ୍ର, ମୃତ୍ୟୁଞ୍ଜୟ ପାତ୍ର, ସତ୍ୟଗୋପାଳ ପାତ୍ର, ଉତ୍ତମ ପାତ୍ର, ଅରୂପ ପାତ୍ର, ବିବେକାନନ୍ଦ ପାତ୍ର, ରାଜେଶ ପାତ୍ର ପ୍ରମୁଖ ଯୋଗଦେଇ କରୋନା କଟକଣାକୁ ପାଳନ କରି ଗଣେଶଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିବା ସହିତ ସାରା ବିଶ୍ୱରୁ କରୋନା ମହାମାରୀ ଲୋପ ପାଇବା ପାଇଁ ପ୍ରାର୍ଥନା କରିଥିଲେ ।

jittmm
Leave A Reply

Your email address will not be published.