oom

ଦୁର୍ଗାପୂଜା ଉପଲକ୍ଷେ ମାଟି ପୂଜନୋତ୍ସବ

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସିମେଣ୍ଟ ନଗର ସ୍ଥିତ ଦୁର୍ଗାପୂଜା କମିଟି ପକ୍ଷରୁ ଆଗାମୀ ଶାରଦୀୟ ପୂଜା ଉପଲକ୍ଷେ ମା’ଙ୍କ ମୃଣ୍ମୟ ମୂର୍ତ୍ତି ପାଇଁ ମାଟି ପୂଜନୋତ୍ସବ ଗତକାଲି ଶ୍ରୀ ଶ୍ରୀ ସିଦ୍ଧେଶ୍ୱରୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ପୂଜକ କୁଳମଣି ମହାପାତ୍ରଙ୍କ ଦ୍ଵାରା ପୂଜା କାର୍ଯ୍ୟ ସମ୍ପାଦନା କରାଯାଇଥିଲା । ଏଥିରେ ସିମେଣ୍ଟ କାରଖାନାର ପ୍ଲାଣ୍ଟ ହେଡ ଅଙ୍କୁର ଅଗ୍ରୱାଲ ବରଗଡ଼ ସିମେଣ୍ଟ କର୍ମଚାରୀ ସଂଘର ଉପଦେଷ୍ଟା ସମ୍ବିତ ଆଚାର୍ଯ୍ୟ, ଦୁର୍ଗାପୂଜା କମିଟିର ଉପସଭାପତି ଦୀନେଶ ପାଠକ, ନରେନ୍ଦ୍ର ଭରଦ୍ୱାଜ, ସମ୍ପାଦକ ପ୍ରତୀତ ରଏ, କର୍ମଚାରୀ ସଂଘର ସଭାପତି ମହେନ୍ଦ୍ର କୁମାର ଦାଶ, କର୍ତ୍ତା ମହେଶ ତ୍ରିପାଠୀ, ଲୋକନାଥ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.