ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୩୭ ତମ ସ୍ଥାପନା ଦିବସ ଅଗଷ୍ଟ ଆସନ୍ତା ୧୯ ତାରିଖରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୩୭ ତମ ସ୍ଥାପନା ଦିବସ ଆସନ୍ତା ଅଗଷ୍ଟ ୧୯ ତାରିଖ ଦିନ ଭାଗବତ ତତ୍ତ୍ୱ ଆଶ୍ରମ, ନୃସିଂହନାଥ ଠାରେ ଅନୁଷ୍ଠିତ ହେବ ବୋଲି ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ଦିଲ୍ଲୀପ କୁମାର ବେହେରା ଓ ସଂପାଦକ ଦୁର୍ଯ୍ୟୋଧନ ପୁଟା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.