oom

ସ୍ଵାଧୀନତା ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅମୃତ ମହୋତ୍ସବ ପାଇଁ ପ୍ରେସ ବିଜ୍ଞପ୍ତି

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ୱାଧୀନତା ଦିବସ ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଜେପି ପକ୍ଷରୁ ଅମୃତ ମହୋତ୍ସବ ପାଳନ କରିବା ପାଇଁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି । ସାରା ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଅମୃତ ମହୋତ୍ସବ ପାଳନ କରାଯିବ । ଓଡ଼ିଶାର ସମସ୍ତ ଜିଲ୍ଲାରେ ନୂଆ ଓଡ଼ିଶା ଗଠନର ସ୍ଵପ୍ନ ନେଇ ଏହି ଦିନରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ଓଡ଼ିଶାର ସମସ୍ତ ଯୁବ ବନ୍ଧୁ ମାନଙ୍କୁ ନେଇ କାର୍ଯ୍ୟକ୍ରମରେ ଆସନ୍ତା ଅଗଷ୍ଟ ୧୫ରେ ରାଜ୍ୟର ସମସ୍ତ ଜିଲ୍ଲାମାନଙ୍କରେ ଜାତୀୟ ସଂଗୀତ ଗାୟନ ପରେ ସାଇକେଲ ଶୋଭାଯାତ୍ରା ତଥା ପଦଯାତ୍ରା କରିବା ପାଇଁ କାର୍ଯ୍ୟକ୍ରମ ରହିଛି ବୋଲି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ଏକ ପ୍ରେସ ବିବୃତିରେ ଦର୍ଶାଇଛନ୍ତି ।

jittmm
Leave A Reply

Your email address will not be published.