ଅଜଣା ଗାଡି ଧକ୍କାରେ ବୃଦ୍ଧ ଗୁରୁତର ଓଡିଶା By Koshala Prabaha On Sunday 8th August 2021, 5:26 pm Share ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଜାତୀୟ ରାଜପଥ ଜାମପଦର ଛକ ଠାରେ ଏକ ଅଜଣା ଗାଡି ଧକ୍କାରେ ମହଗାଁର ଜଳନ୍ଧର ରଣା(୬୦) ଆହତ ହୋଇଛନ୍ତି । ସେ ସଇଁନ୍ତଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଗାଡିଟି ବୃଦ୍ଧଙ୍କୁ ଧକ୍କା ଦେଇ ଫେରାର ମାରି ଥିବା ଜଣାପଡିଛି । saintala newsଅଜଣା ଗାଡି ଧକ୍କାରେ ବୃଦ୍ଧ ଗୁରୁତର