jsm

ସଂଗ୍ରାମ ହେଲେ ଡେଲାଙ୍ଗ ବ୍ଲକ ଡିଜିଟାଲ ସେକ୍ରେଟାରୀ

csstore

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଅରିସଲ ପଂଚାୟତ ଅରିସଲ ଗ୍ରାମର ସଂଗ୍ରାମ କେଶରୀ କୁଅଁର ବିଜୁ ଛାତ୍ର ଜନତା ଦଳ ଡେଲାଙ୍ଗ ବ୍ଲକ ଡିଜିଟାଲ ସମ୍ପାଦକ ଭାବେ ପୁରୀ ଜିଲ୍ଲା ବିଜୁ ଜନତା ଦଳ ଛାତ୍ର ସଭାପତି ରାଜେଶ ରଥ ତାଙ୍କ ନାମ ଘୋଷଣା କରିଛନ୍ତି । ସେହିପରି ପିପିଲି ବ୍ଲକର ଆଶିଷ କୁମାର ବେହେରା ଓ ପିପିଲି ଏନ୍‌ଏସି ପାଇଁ ସୁକାନ୍ତ କୁମାର ମଲ୍ଲିକଙ୍କୁ ଡିଜିଟାଲ ସମ୍ପାଦକ ଭାବେ ମନୋନୀତ କରାଯାଇଛିି । ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ବିଜୁ ଛାତ୍ର ଜନତା ଦଳ ନବ ନିଯୁକ୍ତ ଡିଜିଟାଲ ସେକ୍ରେଟାରୀ ମାନଙ୍କୁ ବିଧାୟକ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ସ୍ୱାଗତ କରିବା ସହ ଶୁଭେଛା ଜଣାଇଥିବା ବେଳେ ଡେଲାଙ୍ଗ ବ୍ଲକ ବିଜେଡି ସଭାପତି ବୈରାଗୀ ଜେନା, ଜିଲ୍ଲା ବିଜେଡି ସମ୍ପାଦକ ଧରଣୀଧର ସାହୁ, ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ପୁରୀ ଜିଲ୍ଲା ଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁ ନବନିଯୁକ୍ତ ଡିଜିଟାଲ ସେକ୍ରେଟାରୀ ମାନଙ୍କୁ ସ୍ୱାଗତ କରିବା ସହିତ ଶୁଭେଛା ଜଣାଇଛନ୍ତି ।

yuvodaya
Leave A Reply

Your email address will not be published.