ଘୁନସରରେ ବାହୁଡା ଯାତ୍ରା ସମ୍ପନ୍ନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଅନ୍ତର୍ଗତ ଘୁନସର ଗ୍ରାମର ଚଳିତ ବର୍ଷ କରୋନା କଟକଣାକୁ ପାଳନ କରି ବାହୁଡା ଯାତ୍ରା ସମ୍ପନ୍ନ ହୋଇଯାଇଛି । ମୁଖ୍ୟ ପୂଜକ ବିଷ୍ଣୁ ପ୍ରସାଦ ନାଏକ ପୂଜାର୍ଚ୍ଚନା କରିଥିବା ବେଳେ ପ୍ରମୋଦ ନାଏକ, ବାଞ୍ଛାନିଧି ମିଶ୍ର, ସୁଦାମ ପଣ୍ଡା ପ୍ରମୁଖ ସହଯୋଗ କରିଥିବା ବେଳେ ଗାଁର ଉମରା ମେଘନାଦ ସିଂ ମାଝୀ ଛେରା ପହଁରା ନୀତି କାର୍ଯ୍ୟ ସମ୍ପାଦନା କରିଥିଲେ ।

Leave A Reply

Your email address will not be published.