ସମଗ୍ର ରାଜ୍ୟରେ ଆସନ୍ତାକାଲି ଠାରୁ ବସ୍ ଚଳାଚଳ ଆରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସମଗ୍ର ରାଜ୍ୟରେ ଆସନ୍ତାକାଲି ଠାରୁ ବସ୍ ଚଳାଚଳ ଆରମ୍ଭ ହେବ । ରାଜ୍ୟରେ କୋଭିଡ ସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ପ୍ରେସମିଟ କରି ଏହି ସୂଚନା ଦେଇଛନ୍ତି । ଅନ୍ୟପଟେ ରଥଯାତ୍ରା ପାଇଁ ପୁରୀକୁ ଜୁଲାଇ ୨୫ ଯାଏଁ ବସ୍ ଚଳାଚଳ କରିବନି । ସେହିପରି ଅଗଷ୍ଟ ୧ ତାରିଖ ଯାଏଁ ରାଜ୍ୟରେ ଆଂଶିକ ଲକଡାଉନ ଜାରି କରାଯାଇଛି ।

Leave A Reply

Your email address will not be published.