oom

ଗରିବର୍ ହକ୍ ଆବାସ୍ ଯୋଜନା ଲାଗି ସୁନ୍ଦରଗଡ଼ ନେ ଗର୍ଜିଲା ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍

jsmm

ସୁନ୍ଦରଗଡ଼, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କୋଶଲାଞ୍ଚଲ୍ (ପଶ୍ଚିମ୍ ଓଡ଼ିଶା) ପ୍ରତି ହେଉଥିବାର୍ ପାତର୍ ଅନ୍ତର୍‌କେ ବିରୋଧ କରି ଆଜି ସୁନ୍ଦରଗଡ଼ରେ ପଦଯାତ୍ରା କରି ଜିଲ୍ଲାପାଲ୍ ନିଖିଲ୍ ପବନ୍ କଲ୍ୟାଣଙ୍କୁ ଦାବୀପତ୍ର ଦେଲା ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍ । ପିଏମ୍‌ଏୱାଇ ତାଲିକାରେ ପଶ୍ଚିମ୍ ଓଡ଼ିଶାର୍ ଅନେକ୍ ଜିଲ୍ଲାରେ ଅନୁଦାନ୍ ସଂଖ୍ୟା ଶୁନ୍‌ ଅଛେ । ଯେନଟା କି ପଶ୍ଚିମ୍ ଓଡ଼ିଶା ଲାଗିି ସରକାରଙ୍କର୍ ବୈମାତୃକ୍ ମନୋଭାବ୍ ଆର୍ ଉପହାସ ଜନାପଡି ଯାଇଥିବା ବେଲେ ଆମର୍ ହକ୍ ଆମକୁ ଦଉ ନଚେତ୍ ପରିସ୍ଥିତି ଭୟଙ୍କର୍ ହେବା ବୋଲି କରି ସରକାରଙ୍କୁ ଚେତାବନୀ ବି ଦେଇଛେ ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍ ।

jittmm
Leave A Reply

Your email address will not be published.