ଦାବଯୁରୀ ଗ୍ରାମରେ ରଥଯାତ୍ରା ପାଳିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଦାବଯୁରୀ ଗ୍ରାମରେ ଦୀର୍ଘ ୯୦ ବର୍ଷରୁ ଆଷାଢ଼ ମାସ ତୃତୀୟା ତିଥିରେ ରୀତିନୀତି ଅନୁସାରେ ରଥଯାତ୍ରା ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ପୂଜକ ଭବାନୀ ଶଙ୍କର ପାଣିଗ୍ରାହୀ ପୂଜାର୍ଚ୍ଚନା କରିଥିବା ବେଳେ ପ୍ରମୋଦ ପଣ୍ଡା ରାଜେନ୍ଦ୍ର ତ୍ରିପାଠୀ ସହଯୋଗ କରିଥିଲେ । ତେବେ ଗ୍ରାମର ଗୌନ୍ତିଆ ତରଣିସେନ ପାତ୍ର ଛେରା ପ୍ରହରା କରିଥିଲେ । ଜଗନ୍ନାଥଙ୍କ ଦର୍ଶନ ପାଇଁ କରୋନା କଟକଣା ନିୟମକୁ ପାଳନ କରି ଭକ୍ତଙ୍କ ଭିଡ଼ ଲାଗି ରହିଥିଲା ।

Leave A Reply

Your email address will not be published.