ଅଶ୍ୱିନୀ ବୈଷ୍ଣବଙ୍କୁ ମିଳିଲା ରେଳ ଓ ଆଇଟି ମନ୍ତ୍ରଣାଳୟ ଦାୟିତ୍ୱ

ନୂଆଦିଲ୍ଳୀ : ପ୍ରଥମ ଥର ପାଇଁ ସଂସଦକୁ ଯାଇଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ଓ ଆଇଟି ମନ୍ତ୍ରାଳୟ ଦାୟିତ୍ୱ ମିଳିଛି । ପୂର୍ବରୁ ରେଳ ମନ୍ତ୍ରଣାଳୟ ଦାୟିତ୍ୱ ପିୟୁଷ ଗୋଏଲଙ୍କ ପାଖରେ ଥିବା ବେଳେ ଆଇଟି ମନ୍ତ୍ରାଳୟ ରବିଶଙ୍କର ପ୍ରସାଦଙ୍କ ପାଖରେ ଥିଲା ।

Leave A Reply

Your email address will not be published.