କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : ଇଣ୍ଡିଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ ଏହି ଜିଲ୍ଲାର କର୍ଲାମୁଣ୍ଡା ମ.ରାମପୁର ଓ ନର୍ଲା ବ୍ଲକର ୮୨ଟି ଗ୍ରାମରେ ଚାଲିଥିବା ସୁପୋଷଣ କାର୍ୟ୍ୟକ୍ରମ ଅନୁଯାଇ ହିତାଧିକାରୀ ମାନଙ୍କୁ ମାଗନା ରିଲିଫ ବଣ୍ଟନ କରାଯାଇ ଏହି କାର୍ୟ୍ୟକ୍ରମକୁ ରେଗଡା ସରପଞ୍ଚ ସୁଶାନ୍ତ ପରିଡା ଉଦଘାଟନ କରିଥିଲେ । ଏହି କାର୍ୟ୍ୟକ୍ରମରେ ସଂସ୍ଥାର ଗରୁଡ ଭୋଇ, ଜିତୁ ଭୋଇ, କିଶୋର ଦାସ, ଜଗଦିଶ ରଣା, ପ୍ରଦୀପ ସାହୁ, ଭୂପିନ୍ଦର ଚୌଧୁରୀ, ଟିଳେଶ୍ୱର ଗୌଡ, ପୁଷ୍ପା ବାରିକ, ଲିଙ୍ଗ ପାତ୍ର, ବାସନ୍ତୀ ସାହୁ ଓ ବିନୋଦିନୀ ନାଏକ ଉପସ୍ଥିତ ରହି ସହଯୋଗ କରିଥିଲେ ।
Prev Post