oom

ସିଂହବ୍ରହ୍ମପୁର ପଂଚାୟତରରେ ୧୮୮ଜଣ ଚାଷୀଙ୍କୁ ଫସଲ କ୍ଷୟକ୍ଷତିି ଅର୍ଥ ପ୍ରଦାନ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକରେ ୨୦୨୦ ବନ୍ୟାରେ କେତେକ ପଂଚାୟତ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଡେଲାଙ୍ଗ ତହସିଲ ପକ୍ଷରୁ ଏହାର ତଦନ୍ତ କରାଯାଇ କ୍ଷତି ପୂରଣ ପାଇଁ ରିିପୋର୍ଟ ପ୍ରସ୍ତୁତ କରାଯାଇଥିଲା । ଆଜି ସିଂହବହ୍ମପୁର ଗ୍ରାମପଞ୍ଚାୟତର ମଳିଗାଁର ୧୬୮ ଜଣ ଚାଷୀଙ୍କୁ ୧୧ ଲକ୍ଷ ୮୧ ହଜାର ୧୫୦ଟଙ୍କା ପ୍ରଦାନ କରାଯାଇଥିବା ବେଳେ ସିଂହବହ୍ମପୁର ପୂର୍ବବାଡ ଗ୍ରାମର ୨୦ ଜଣ ଚାଷୀଙ୍କୁ ୮୨ ହଜାର ୮୬୫ ଟଙ୍କା ଅର୍ଥ ସେମାନଙ୍କୁ ପ୍ରଦାନ କରାଯିବ ବୋଲି ଜଣାପଡିଛି । ଏନେଇ ସାକ୍ଷୀଗୋପାଳ ଆଇସିଆଇସିଆଇ ବ୍ୟାଙ୍କକୁ ଡେଲାଙ୍ଗ ତହସିଲ କାର୍ଯ୍ୟାଳୟରୁ ଏକ ପତ୍ର ସଂଖ୍ୟା ୧୮୬୫/୨୧ ଓ ୧୮୬୬/୨୧ ମାଧ୍ୟମରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ଟଙ୍କା ପ୍ରଦାନ ନିମନ୍ତେ ଜଣାଇ ଦିଆଯାଇଥିବା ତହସିଲଦାର ମହେନ୍ଦ୍ର କୁମାର ବଢେଇ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.