ଅବସରପ୍ରାପ୍ତ ବିଏସ୍‌ଏନ୍‌ଏଲ୍‌ ଅଧିକାରୀ ବ୍ରଜବନ୍ଧୁ ଜେନାଙ୍କ ଦେହାନ୍ତ

ସମ୍ବଲପୁର, (କରୁଣାକର ଶତପଥୀ) : ସମ୍ବଊପୁର ହୀରାକୁଦ କଲୋନୀ ନିବାସୀ ତଥା ଅବସରପ୍ରାପ୍ତ ବିଏସ୍‌ଏନ୍‌ଏଲ୍‌ ଅଧିକାରୀ ବ୍ରଜବନ୍ଧୁ ଜେନା(୬୧)ଙ୍କ ଦେହାନ୍ତ ହୋଇଥିବା ଖବର ମିଳିଛି । କରୋନା ଆକ୍ରାନ୍ତ ହୋଇ ସେ ଭୁବନେଶ୍ୱର ଏମ୍‌ସ୍‌ ଡାକ୍ତରଖାନାରେ ଚିକିତ୍ସାଧୀନ ଥବା ବେଳେ ତାଙ୍କ ପରଲୋକ ହୋଇଯାଇଥିବା ସୂଚନା ମିଳିଛି । ଜଣେ ମେଳାପୀ, ମିଷ୍ଟଭାଷୀ ତଥା ପରୋପକାରୀ ଭାବରେ ସେ ବେଶ୍‌ ଜଣାଶୁଣା ଥିଲେ । ତାଙ୍କ ପରଲୋକରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.