csstore

ମାରୱାଡି ମହିଳା ସମିତି ତରଫରୁ ନାରୀଶକ୍ତି ଫାଉଣ୍ଡେସନକୁ ମାସ୍କ ଏବଂ ସାନିଟାଇଜର୍‌ ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ତ୍ତମାନ କରୋନା ମହାମାରୀର ସ୍ଥିତି ସଂଗୀନ ହେଉଥିବା ବେଳେ ସଚେତନତା ହିଁ ତାର ଏକ ମାତ୍ର ଅସ୍ତ୍ର ବୋଲି ବିଶେଷଜ୍ଞ ମାନେ ମତ ପ୍ରକାଶ କରୁଛନ୍ତି । ତେବେ ଏହାକୁ ଦୃଷ୍ଟିରେ ରଖି ଆଜି ବଲାଙ୍ଗିର ମାରୱାଡି ମହିଳା ସମିତି ତରଫରୁ ନାରୀଶକ୍ତି ଅନୁଷ୍ଠାନର ନୂତନ ଦାଶ, ନୂତନ ସେନ୍ଦ୍ରିଆ ଏବଂ ଶ୍ରାବଣୀ ମେହେରଙ୍କୁ ମାସ୍କ ଏବଂ ସାନିଟାଇଜର ମହିଳା ମାରୱାଡି ସଭାପତି ନୀରୁ ଅଗ୍ରୱାଲ, ପର୍ଯ୍ୟାବରଣର ଅଧ୍ୟକ୍ଷା ସବିତା, ବାଲବିକାଶର ଅଧ୍ୟକ୍ଷା କମଲା ଅଗ୍ରୱାଲ ଓ ଦୁର୍ଗୀ ଦେବୀ ଅଗ୍ରୱାଲ, ଜିଲ୍ଲା ରେଡକ୍ରସ ସୋସାଇଟିର ଉପାଧକ୍ଷ ବିଷ୍ଣ ପ୍ରସାଦ କେଡିଆ ପ୍ରମୁଖଙ୍କ ଉପସ୍ଥିତତରେ ପ୍ରଦାନ କରାଯାଇଥିଲା ।

jayashree
Leave A Reply

Your email address will not be published.