oom

ପାଇକମାଲରେ ପଞ୍ଚମ ଦିନରେ ସେବା ହିଁ ସଂଙ୍ଗଠନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଞ୍ଚମ ଦିନରେ ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ତରଫରରୁ ପାଇକମାଲ ଠାରେ ଆରମ୍ଭ କରାଯାଇଥିବା ହେଲ୍ପ ଡେକ୍ସ କାର୍ଯ୍ୟକ୍ରମ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର, କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ଗୋବର୍ଦ୍ଧନ ଅଗ୍ରୱାଲ, ଜିଲ୍ଲା ଉପସଭାପତି ସରୋଜ ସାମଲ, କୃଷକ ମୋର୍ଚ୍ଚା କୋଡିନେଟର ଯୋଗୀନ୍ଦ୍ର ଭୋଇ, ମାଣ୍ତୋସିଲ ମଣ୍ଡଳ ସଭାପତି ସଞ୍ଜୟ ବେହେରା, ଜେନେରାଲ ସେକ୍ରେଟେରୀ ଇନ୍ଦ୍ରଜିତ ଭୋଇ, ବରିଷ୍ଠ ନେତା ଏମଡି ରାଜା, ବରିଷ୍ଠ ନେତା ସତ୍ୟବେହେରା, ରାଜେନ୍ଦ୍ର ସେଠ, ସୁଶାନ୍ତ ନାଗ, ଯୁବମୋର୍ଚ୍ଚା ସଦସ୍ୟ ରୋଶନ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.