ଦେଓଗାଁ ବ୍ଲକ : ଦିନକରେ ପୁଣି ୬୧ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ଦେଓଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରୁ ୬୧ଜଣଙ୍କ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜିର ରିପୋର୍ଟରେ ଦେଓଗାଁ ବ୍ଲକର ୬୧ଜଣଙ୍କ ମଧ୍ୟରୁ ସର୍ବାଧିକ ସାଲେପାଲି ପଞ୍ଚାୟତରୁ ୩୩ଜଣ, ଧାଣ୍ଡାମାଲ ୧୧ଜଣ, ଗୁଡ଼ଖାପଲା ୪ଜଣ, ଗାଈବାହାଲ୍, ଗୌଡଗୋଠ, ଜରାସିଂହା, ଉଡାର ପଞ୍ଚାୟତରରୁ ୨ଜଣ ଲେଖାଏଁ, ହାତୀସରା, କୁଲୁତାପଡା, ସିକୁଆଁ, ସିଂହାମୁଣ୍ଡା, ଉପରଝର ପଞ୍ଚାୟତରୁ ଜଣେ ଲେଖାଏଁ କରୋନା ରୋଗୀ ଚିହ୍ନଟ ହେଇଥିବାର ସରକାରୀ ରିପୋର୍ଟ ଆସିଛି ।

jittmm
Leave A Reply

Your email address will not be published.