oom

ଯୁବ ସମାଜସେବୀଙ୍କ କରୋନା ସଚେତନତା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ପଦ୍ମପୁର ବ୍ଲକ ଅନ୍ତର୍ଗତ ସର୍ଗିବାହାଲ ପଞ୍ଚାୟତ ଅଧିନରେ ଥିବା ଢୋଲବନ୍ଦ ଗ୍ରାମରେ ଯୁବ ସମାଜସେବୀମାନେ ଲୋକଙ୍କୁ ସତପଥଗାମୀ ହେବା ସହିତ ବର୍ତ୍ତମାନ ସମୟରେ ମହାମାରୀ କରୋନା ଦାଉରୁ ନିଜ ଜୀବନକୁ ବଂଚାଇ ବା ସହିତ ମାନବ ଜାତିକୁ ବଂଚାଇବାକୁ ଭିନ୍ନ ଭିନ୍ନ ଶୈଳୀରେ ଲୋକଙ୍କୁ ସଚେତନ କରାଇଚାଲିଛନ୍ତି । ଆଜି ନିଜ ଗ୍ରାମରେ ଲଲତି ସାହୁ, ମାଧବ ସେଟ୍, ମହେନ୍ଦ୍ର ସାହୁ, ଘନଶ୍ୟାମ ସାହୁ, ଗଣେଶ ସାହୁ ସଚେତନତା ସୃଷ୍ଟି କରିବା ସହ ଜନସାଧାରଣଙ୍କୁ ମାକ୍ସ ବ୍ୟବହାରର ଉପକାରିତା ସାଙ୍ଗକୁ ମାକ୍ସ ବଣ୍ଟନ କରିଥିଲେ ।

jittmm
Leave A Reply

Your email address will not be published.