oom

ଆଜି ବଲାଙ୍ଗିର ଜିଲ୍ଲାରେ ୧୯୮ ନୂଆ ଆକ୍ରାନ୍ତ ଚିହ୍ନଟ, ବଲାଙ୍ଗିର ପୌରାଂଚଳରୁ ୫୮

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୧୮୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୫୮ ଜଣ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୧ରୁ ୧, ୧୦ରୁ ୪, ୧୧ରୁ ୧, ୧୪ରୁ ୨, ୧୫ରୁ ୪, ୧୬ରୁ ୧, ୧୮ରୁ ୧, ୧୯ରୁ ୨, ୨ରୁ ୧୧, ୨୦ରୁ ୩, ୨୧ରୁ ୩, ୪ରୁ ୫, ୫ରୁ ୧୧, ୬ରୁ ୨, ୭ରୁ ୫, ୮ରୁ ୧ ଓ ୯ରୁ ୧ ଆକ୍ରାନ୍ତ ହୋଇଛନ୍ତି । ଆଗଲପୁର ବ୍ଲକରୁ ୭ ଜଣ, ବଲାଙ୍ଗିର ବ୍ଲକ୍‌ରୁ ୮ ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୧୭ ଜଣ, ବେଲପଡ଼ା ବ୍ଲକରୁ ୧୩ ଜଣ, ଗୁଡ଼ଭେଲା ବ୍ଲକରୁ ୮, କଂଟାବାଂଜି ଏନ୍‌ଏସି ଅଂଚଳରୁ ୨୨, ଖପ୍ରାଖୋଲ ବ୍ଲକରୁ ୧୧, ଲୋଇସିଂହା ବ୍ଲକରୁ ୫, ମୁରିବାହାଲ ବ୍ଲକରୁ ୨ ଜଣ, ପାଟଣାଗଡ଼ ବ୍ଲକରୁ ୬, ପାଟଣାଗଡ଼ ଏନ୍‌ଏସିରୁ ୪, ସଇଁନ୍ତଲା ବ୍ଲକରୁ ୧୭ ଜଣ, ଟିଟିଲାଗଡ଼ ବ୍ଲକରୁ ୨ ଜଣ, ଟିଟିଲାଗଡ଼ ମ୍ୟୁନିସିପାଲିଟି ଅଂଚଳରୁ ୫ ଜଣ, ତୁରେକେଲା ବ୍ଲକରୁ ୯ ଜଣ ଓ ତୁଷୁରା ଏନ୍‌ଏସି ଅଂଚଳରୁ ୪ ଜଣ ଚିହ୍ନଟ ହୋଇଥିବା କୁହାଯାଇଛି ।

jittmm
Leave A Reply

Your email address will not be published.