କଂଗ୍ରେସ ଦଳର ବରିଷ୍ଠ ନେତା ବଲାଙ୍ଗିର ବିଧାୟକ ନରସିଂହଙ୍କ ଆଶୁ ଆରୋଗ୍ୟ କାମନା କଲେ ଆଗଲପୁର ବ୍ଲକ ଉପାଧ୍ୟକ୍ଷ ମନମୋହନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ଦୁଇ ଦିନ ତଳେ କଂଗ୍ରେସ ଦଳର ବରିଷ୍ଠ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଆଗଲପୁର ବ୍ଲକ ଉପାଧ୍ୟକ୍ଷ ମନମୋହନ ପଟେଲ । ସେ କହିଛନ୍ତି ଯେ, ନରସିଂହ ମିଶ୍ର ବଲାଙ୍ଗିର ମାଟିର ଜଣେ ଟାଣୁଆ ଜନାଭିମୁଖୀ ଜନନେତା । ତାଙ୍କ ସୁସ୍ଥତା ପାଇଁ ମା’ ସମଲେଇ ତଥା ଜଗତରନାଥ ଜଗନ୍ନାଥଙ୍କ ନିକଟରେ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ପଟେଲ ପ୍ରାର୍ଥନା କରିଛନ୍ତି ।

Leave A Reply

Your email address will not be published.