jsm

ପଡିଆବାହାଲରେ ଭାରତରତ୍ନ ଡ. ଆମ୍ବେଦକରଙ୍କ ୧୩୦ ତମ ଜୟନ୍ତୀ ପାଳିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତରତ୍ନ ଡ. ଆମ୍ବେଦକରଙ୍କ ୧୩୦ ତମ ଜୟନ୍ତୀ ଛତାମଖନା ଗ୍ରାମପଞ୍ଚାୟତ ପଡିଆବାହାଲ ଠାରେ ଗତକାଲି ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଶମ୍ଭୁ ନାଗ ଯୋଗଦାନ କରିଥିିବା ବେଳେ ଅନ୍ୟାନ୍ୟ ଅତିଥି ଭାବେ ଗୁପ୍ତେଶ୍ୱର ଖୁରା, ସରପଞ୍ଚ ଜନ୍ମଜୟ ବାରିକ, ସୁନୀଲ ନନ୍ଦ, କିଶୋର କୁମ୍ଭାର, ଟିକୁ ବିଶି ପ୍ରମୁଖ ଯୋଗଦାନ କରି ବାବା ସାହେବ ଆମ୍ବେଦକରଙ୍କ ଜୀବନୀ ଉପରେ ମତ ପ୍ରକାଶ କରିଥିଲେ ।

yuvodaya
Leave A Reply

Your email address will not be published.