jsm

କଅସରରେ ଡ଼ଃ ଭୀମରାଓ ଆମ୍ବେଦକରଙ୍କ ୧୩୦ ତମ ଜୟନ୍ତୀ ପାଳିତ

csstore

ସଇଁନ୍ତଲା, (ଅଜିତ କୁମାର ସାହୁ) : ଭାରତର ବିଶିଷ୍ଟ ଜନନାୟକ ତଥା ଭାରତର ସମ୍ବିଧାନ ପ୍ରଣେତା ଭାରତ ରତ୍ନ ଡ଼ ଭୀମରାଓ ଆମ୍ବେଦକରଙ୍କ ୧୩୦ ତମଜନ୍ମ ଜୟନ୍ତୀ ସଇଁନ୍ତଲା ବ୍ଳକ କଅସର ଡ଼.ବି.ଆର ଆମ୍ବେକର ପାଠାଗାର ପରିସରରେ ଆଜି ବଲାଙ୍ଗିର ସାଂସଦଙ୍କ ସଇଁନ୍ତଲା ବ୍ଳକ ପ୍ରତିନିଧି ଅକ୍ଷୟ ରଣାଙ୍କ ନେତୃତ୍ୱରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଥମେ ବିଜେପି ଦଳର କର୍ମି ମାନଙ୍କ ଉପସ୍ଥିତରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏଥିରେ ବିଜେପି ଦଳର କର୍ମି ପ୍ରକାଶ ଗହୀର, ରମେଶ ସାହୁ, ନିଧି ରଣା, ଦୁର୍ୟ୍ୟୋଧନ ସାହୁ, ବେଲଗା ୩୧ ନମ୍ବର ଜୋନ ମଣ୍ଡଳ ସଭାପତି କୈଳାସ ରଣା ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.