ବାଲେଶ୍ୱର, (କେପିଏନ୍ଏସ୍) : ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର, ୫T ସଚିବ ଶ୍ରୀ ଭିକେ ପାଣ୍ଡିଆନ୍ ଏବଂ ପୂର୍ତ୍ତ ସଚିବ ଗତକାଲି ବାଲେଶ୍ୱର ଜିଲ୍ଲା ଗସ୍ତ କରି ଜିଲ୍ଲାର ଉନ୍ନତି ପାଇଁ ଆବଶ୍ୟକ ଭିତ୍ତିଭୂମି ସମୀକ୍ଷା କରିଛନ୍ତି । ଅଧିକାରୀମାନେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବା ସହ ମୁଖ୍ୟ ଚିକିତ୍ସାଳୟ, ବସ୍ଷ୍ଟାଣ୍ଡ, ବିଦ୍ୟାଳୟ ଗସ୍ତକରି ସମୀକ୍ଷା କରିଥିଲେ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।
Prev Post