ଭାରତୀୟ ଜନତା ପାର୍ଟିର ୪୧ ତମ ପ୍ରତିଷ୍ଠା ଦିବସ ପାଳିତ

ବ୍ର‌ହ୍ମପୁର, (ସତ୍ୟ ନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ବ୍ଲକ ଅଫିସ ନିକଟସ୍ଥ ବିଜେପି ମୁଖ୍ୟ କାର୍ୟ୍ୟାଳୟ ଠାରେ ମଙ୍ଗଳବାରରେ ଭାରତୀୟ ଜନତା ପାର୍ଟିର ୪୧ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏଥିରେ ସଞ୍ଜିତ କୁମାର ରାଉଳଙ୍କ ସଭାପତିତ୍ୱରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବ ନେତା ତଥା ରାଜ୍ୟ ପ୍ରତିନିଧି ପ୍ରଶାନ୍ତ କୁମାର କର, ଛତ୍ରପୁର ଏନ୍‌ଏସି ସାଧରଣ ସମ୍ପାଦକ ଅମରେଶ କୁମାର ମହାରଣା, ଡ଼ି ସୁରେଶ ରେଡ୍ଡୀ, ପୂର୍ବତନ ଛତ୍ରପୁର ଉପ- ନଗରପାଳ ବସନ୍ତ କୁମାର ବେହେରା, ଚୈତନ୍ୟ ପ୍ରଧାନ, ପ୍ରଫୁଲ୍ଲ କୁମାର ପଣ୍ଡା, ଲକ୍ଷ୍ମୀନାରାୟଣ ପଣ୍ଡା, ଉମା ଶଙ୍କର ମହାନ୍ତି, ପି. ରଘୁନାଥ ରେଡ୍ଡୀ, ପି. ତ୍ରିପତି ରାଓ, ରୁଇନା ପଟ୍ଟନାୟକ, ଆସିଫ ଖାଁ, ଗଙ୍ଗା ପଣ୍ଡା, ବିଜୟ ଅଚାରି, କଇରା ରେଡ୍ଡୀ , ଲିଙ୍ଗା ନାହାକ, ଦେବ କୁମାର ପ୍ରମୁଖ ବହୁ କର୍ମୀ ଯୋଗୋଦାନ ଦେଇଥିଲେ ।

Leave A Reply

Your email address will not be published.