jsm

ବୌଦ୍ଧ ଜିଲ୍ଲା କେକେଡି ପକ୍ଷରୁ କଳା ଦିବସ ପାଳିତ

csstore

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କେକେଡି ପକ୍ଷରୁ ଜିଲା ଆବାହକ ସୁବେଦାର ଲଳିତ କୁମାର ସାହୁଙ୍କ ନେତୃତ୍ୱରେ ଉତ୍କଳ ଦିବସକୁ କଳା ଦିବସ ଭାବେ ମନମୁଣ୍ଡା ମେଡିକାଲ ଛକ ଠାରେ ଜୟ କୋଶଳର ନାରାବାଜି ଦେଇ କଳା ପତାକା ପ୍ରଦର୍ଶନ କରିବା ସହ ସ୍ୱତନ୍ତ୍ର କୋଶଳ ପ୍ରଦେଶର ଦାବୀ ରଖିଥିଲେ । ଏହି ବିକ୍ଷୋବରେ କୋଶଳ ସଂଗ୍ରାମୀ ସଂଣ୍ଢେଶ୍ୱର ଜଗଦଲା, କୋଶଳୀ କବି ହଜାରୀ ପ୍ରଧାନ, ପ୍ରଶାନ୍ତ କ‌‌ର୍ଣ୍ଣ, ସତ୍ୟ ଦନ୍ତା, ହଡିବନ୍ଧୁ ସାହୁ, ଦୀପକ ମିଶ୍ର, ମନୋଜ ବିଶି, ଭାଗିରଥି ମେହେର, ବିପିନ ଲୁହା, ରାଜକୁମାର ମେହେର, ମୃତଞ୍ଜୟ ମେହେର ପ୍ରମୁଖ ଉପସ୍ଥିତ ରହି କୋଶଳ ପ୍ରଦେଶ ଗଠନ ଦାବୀ କରିବା ସହ କୋଶଳ ଦିବସକୁ ବର୍ଜନ କରିଥିଲେ ।

yuvodaya
Leave A Reply

Your email address will not be published.