ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ସଫଳତା

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ଗତ ୩ ବର୍ଷ ଧରି ଭାରତ ସରକାରଙ୍କ ଗ୍ରାମୀଣ କୌଶଳ ବିକାଶ ଯୋଜନାରେ ଓଡିଶା ଦେଶରେ ୧ମ ସ୍ଥାନ ହାସଲ କରିଆସୁଛି। ଦେଶର ୧୨୧୬୦ଟି ଆଇଟିଆଇର ତାଲିକାରେ ଶ୍ରେଷ୍ଠ ୧୦୦ଟି ଆଇଟିଆଇ ମଧ୍ୟରେ ଓଡିଶାର ୧୧ଟି ଆଇଟିଆଇ ସ୍ଥାନିତ । ବିଶ୍ୱ ଦକ୍ଷତା ପ୍ରତିଯୋଗୀତାରେ ଭାରତ ଗୋଟିଏ ସ୍ୱର୍ଣ୍ଣପଦକ ହାସଲ କରିଛି, ଯାହାକି ଓଡିଶାର ପ୍ରତିଯୋଗୀ ହାସଲ କରିଛନ୍ତି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.