ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୫ ପରିବାରର ୧୦ ବଖରା ଘର

ଭଦ୍ରକ : ଭଦ୍ରକ ଜିଲ୍ଲା ଚରମ୍ପା ବେଲମେଲା ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ବେଲାମେଲା ଗାଁରେ ବିଳମ୍ବିତ ରାତ୍ରୀରେ ଶୋଇଥିବା ବେଳେ ୫ ପରିବାରର ୧୦ ବଖରାରେ କୌଣସି କାରଣରୁ ନିଆଁ ଲାଗି ଯାଇଥିବା ବେଳେ ନିଜ ଜୀବନ ବଞ୍ଚାଇବାକୁ ଯାଇ ଜୀବନ ବିକଳରେ ଦୋୖଡି ଦୋୖଡି ବାହାରକୁ ପଳାଇ ଆସିଥିଲେ । ତେବେ ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପ‌ତ୍ତି ଏବଂ ମୂଲ୍ୟବାନ କାଗଜ ପତ୍ର ସବୁ ଜଳି ଯାଇଥିବା ଜଣାପଡିଛି ।

Leave A Reply

Your email address will not be published.