ବଲାଙ୍ଗିର, (କେପିଏନ୍ଏସ୍) : ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି ବଲାଙ୍ଗିର ସହରରେ, ସେ ସଂପର୍କରେ ଜାଣିବା ଆସନ୍ତୁ । ମୁକ୍ତାକେଶୀ ବାଇଗଣ – ୨୦ ଟଙ୍କା, କଳା ବାଇଗଣ – ୨୦ ଟଙ୍କା, ଅମୃତଭଣ୍ଡା – ୧୫ ଟଙ୍କା, କୁନ୍ଦୁରୁ – ୩୦ ଟଙ୍କା, ଲାଉ – ୨୪ ଟଙ୍କା, ଗୁଆଁର – ୪୦ ଟଙ୍କା, କାକୁଡ଼ି – ୩୦ ଟଙ୍କା, ଫୁଲକୋବି – ୨୦ ଟଙ୍କା, ବଂଧାକୋବି – ୧୪ ଟଙ୍କା, ସଜନା ଛୁଇଁ (ମୁନ୍ଗା) – ୫୦ ଟଙ୍କା, ଅଦା – ୬୦ ଟଙ୍କା, ରଷୁଣ – ୧୨୦ ଟଙ୍କା, ଟମାଟର୍ – ୧୦ ଟଙ୍କା, ଭେଣ୍ଡି -୬୦ ଟଙ୍କା, ବିମ୍ – ୬୦ ଟଙ୍କା, ସିମ୍ବ – ୬୦ ଟଙ୍କା, କେପ୍ସିକମ୍ – ୫୦ ଟଙ୍କା, ଗାଜର – ୫୦ ଟଙ୍କା, ବିଟ୍ – ୫୦ ଟଙ୍କା, ବ୍ରୁକୋଲି- ୪୦ ଟଙ୍କା, ଝୁଲଣ (ଝୁନ୍ଗା) – ୬୦ ଟଙ୍କା, କଖାରୁ (ମାଖନ୍) – ୧୫ ଟଙ୍କା, କଲରା – ୪୦ ଟଙ୍କା, କଂଚା କଦଳି – ୪୦ ଟଙ୍କା, ଖମ୍ବ ଆଳୁ – ୫୦ ଟଙ୍କା, ଧନିଆଁ ପତ୍ର – ୬୦ ଟଙ୍କା, କଂଚାଲଙ୍କା – ୫୦ ଟଙ୍କା, ଭାଜି ଶାଗ -୩୦ ଟଙ୍କା, ମେଥି ଶାଗ – ୪୦ ଟଙ୍କା, ପାଳଙ୍ଗ ଶାଗ – ୩୦ ଟଙ୍କା, ମୂଳା -୧୮ ଟଙ୍କା, ଆଳୁ – ୧୬ ଟଙ୍କା, ପିଆଜ – ୩୦ ଟଙ୍କା, ରାଂଚି କଂଚା ମଟର – ୪୦ ଟଙ୍କା, ରାୟପୁର କଂଚା ମଟର – ୩୦ ଟଙ୍କା ।
ସୌଜନ୍ୟ : ଶିଶୁପାଲ ସାହୁ, ମହାଲକ୍ଷ୍ମୀ ପନିପରିବା ଦେକାନ, ଶାନ୍ତିପଡ଼ା, ବଲାଙ୍ଗିର, ମୋ.ନଂ.୯୪୩୭୧୮୦୮୬୯
Prev Post