ମେ ୧୩ ତାରିଖରେ ମୁକ୍ତିଲାଭ କରିବ ସଲ୍‌ମାନ୍‌ ଖାନ୍‌ଙ୍କ ‘ରାଧେ’ ଚଳଚ୍ଚିତ୍ର

ମୁମ୍ବାଇ : ଭାଇଜାନ୍‌‌ଙ୍କ ପ୍ରଶଂସକମାନଙ୍କ ପ୍ରତୀକ୍ଷାର ଅନ୍ତଃ ଘଟିଛି । ଚଳିତବର୍ଷ ଇଦ୍ ଅବସରରେ ମେ ୧୩ ତାରିଖରେ ମୁକ୍ତିଲାଭ କରିବ ‘ରାଧେ’ ଚଳଚ୍ଚିତ୍ର ବୋଲି ନିଜେ ନିଜ ଇନ୍‌ଷ୍ଟାରେ ପୋଷ୍ଟ କରି ଘେ।ଷଣା କରିଛ‌ନ୍ତି ସଲ୍‌ମାନ୍ । ତେବେ ଏହି ଚଳଚ୍ଚିତ୍ରଟିକୁ ନିର୍ଦ୍ଦେଶନା ଦେଇଛନ୍ତି ପ୍ରଭୁଦେବା । ଏହି ଚଳଚ୍ଚିତ୍ର ସଲମାନଙ୍କ ବ୍ୟତୀତ ଜ୍ୟାକି ସରଫ୍‌, ଦିଶା ପଟାନୀ, ରଣଦୀପ ହୁଡ୍ଡା ଆଦି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ।

Leave A Reply

Your email address will not be published.