ପ୍ରକାଶ ପାଇଲା ଓଡ଼ିଶା ଜୁଡ଼ିସିଆଲ ସର୍ଭିସ ଚୂଡ଼ାନ୍ତ ରେଜଲ୍ଟ : ଟପ୍ପର ହେଲେ କୁଚିଣ୍ଡାର ଇର୍ସିତା

ସମ୍ବଲପୁର : ଓଡ଼ିଶା ଜୁଡ଼ିସିଆଲ ସର୍ଭିସ (ଓଜେଏସ୍) ଚୂଡ଼ାନ୍ତ ରେଜଲ୍ଟ ପ୍ରକାଶ ପାଇ ସରିଛି । ଏଥିରେ ମୋଟ ୪୭ ପ୍ରାର୍ଥୀ କୃତକାର୍ୟ୍ୟ ହୋଇଥିବା ବେଳେ ୩୦ ଜଣ ମହିଳା ଅଛନ୍ତି । ତେବେ ଏଥିରେ ୪୭ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଇର୍ସିତା କେସରୱାନି ଟପ୍ପର ହୋଇଛନ୍ତି ବୋଲି ଜଣାପଡିଛି ।

Leave A Reply

Your email address will not be published.