କ୍ରୀଡ଼ା ଶିକ୍ଷକ ତଥା ଫୁଟବଲ୍ ରେଫରୀ ଗିରିଧାରି ସାହୁ ଆଉ ନାହାନ୍ତି

ବଲାଙ୍ଗିର, (କେପିଏନଏସ) : ବଲାଙ୍ଗିର ଜିଲ୍ଲା କ୍ରିଡ଼ା ଜଗତ ପାଇଁ ଏକ ଦୁଃଖଦ ଖବର ଏବେ ଜଣାପଡିଛି। ପଲ୍ଲିଶ୍ରୀ ହାଇସ୍କୁଲ୍, ସଦାଇପାଲି, କ୍ରୀଡ଼ା ଶିକ୍ଷକ ତଥା ଫୁଟବଲ୍ ରେଫରୀ ଗିରିଧାରି ସାହୁ ଆଉ ନାହାନ୍ତି । ତାଙ୍କ ଅମର ଆତ୍ମାର ସଦଗତି ପାଇଁ କ୍ରୀଡା ପ୍ରେମୀ ମିନେ ପ୍ରାର୍ଥନା କରିଛନ୍ତି ।

Leave A Reply

Your email address will not be published.