jayashree

କୋଶଲ ସଂଗ୍ରାମୀ ସାକେତ ଶ୍ରୀଭୂଷଣ ସାହୁଙ୍କ ଦେହାନ୍ତ

ବରଗଡ଼, (କେପିଏନ୍‌ଏସ୍‌) : କୋଶଲୀ ଭାଷା, ସାହିତ୍ୟ ଓ କୋଶଲ ରାଜ୍ୟ ଗଠନ ଆନ୍ଦୋଳନର ଜଣେ ନିର୍ଭିକ ସ୍ୱର ତଥା ଦୃଢ଼ ସଂଗ୍ରାମୀ ସାକେତ ଶ୍ରୀଭୂଷଣ ସାହୁଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି । କୋଶଲୀ ଭାଷାର ସ୍ୱୀକୃତି ଓ ସ୍ୱତନ୍ତ୍ର କୋଶଲ ରାଜ୍ୟର ସ୍ୱପ୍ନ ପାଇଁ ତାଙ୍କ ସଂଘର୍ଷ, ତ୍ୟାଗ ଓ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ । ତାଙ୍କ ଦେହାନ୍ତ ଖବରରେ କୋଶଲୀ ଭାଷା, ସାହିତ୍ୟ ତଥା ସଂସ୍କୃତି କ୍ଷେତ୍ରରେ କାର୍ଯ୍ୟରତ ସମସ୍ତ ସାଧକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.