କୋରୋନା ଟେଷ୍ଟିଂ କ୍ୟାମ୍ପ ଭୁବନେଶ୍ୱର ବିମାନ ବନ୍ଦରରେ ଆରମ୍ଭ ହେବ

ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରେ ଆଜି ସନ୍ଧ୍ୟା କିମ୍ବା କାଲି ସୁଦ୍ଧା ଏକ ଟେଷ୍ଟିଂ ସେଣ୍ଟର କରାଯିବ ବୋଲି ଗତକାଲି ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ବାହାରୁ ଆସୁଥିବା ଲୋକମାନଙ୍କର ସ୍କ୍ରିନିଂ କରାଯିବ । ଯଦି ସେଥିରେ କିଛି ଲକ୍ଷଣ ଆସେ ତେବେ ଟେଷ୍ଟିଂ ବାଧ୍ୟତାମୂଳକ । ବର୍ତ୍ତମାନ କୌଣସି ପଜିଟିଭ ସଂଖ୍ୟାରେ ବୃଦ୍ଧି ହୋଇନାହିଁ, ପୂର୍ଵ ମାସ ଭଳି ପଜିଟିଭ ସଂଖ୍ୟା ଆସୁଛି । ସେମିତି କିଛି ଅସ୍ଥିରତା ଦେଖାଯାଇନାହିଁ ।

Leave A Reply

Your email address will not be published.