ପାହାଡି ତରଙ୍ଗର ନୂତନ କର୍ମକର୍ତ୍ତା ନିର୍ବାଚନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନର ସର୍ବ ପୁରାତନ କଳା ଓ ସାଂସ୍କୃତିକ ଅନୁଷ୍ଠାନ ପାହାଡି ତରଙ୍ଗର ୨୦୨୧-୨୨ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ ଏଗ୍ରୋବେଦିକର ସଭା ଗୃହ ପରିସରରେ ସର୍ବସମତିକ୍ରମେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସଭାପତି ଭାବେ କୌଶିକ ସାହୁ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି -ଦେବବ୍ରତ ସିଂଦେଓ, ସମ୍ପାଦକ କେଦାରନାଥ ନାୟକ, ସହ ସମ୍ପାଦକ-ବିଶ୍ୱଜିତ ସାହୁ, ପରିଚାଳନା ସମ୍ପାଦକ ଚରଣ ବିନ୍ଧାଣୀ, ଗୋପାଳ କୃଷ୍ଣ ନାୟକ, ଅବନୀକାନ୍ତ ନାୟକ, କୋଷାଧ୍ୟକ୍ଷ ସରୋଜ କୁମାର ନାୟକ ଏବଂ ଉପଦେଷ୍ଟା ମଣ୍ଡଳୀରେ ମିହିରକାନ୍ତ ପାଢ଼ୀ, ରାମଚନ୍ଦ୍ର ଗୌସ୍ୱାମୀ, ଉମାଚାରଣ ଡିଗାଲ ପ୍ରମୁଖ ନିର୍ବାଚିତ ହୋଇଛନ୍ତି ।

Leave A Reply

Your email address will not be published.