jayashree

ପାଟଣାଗଡ ଏନ୍‌ଏସି ଠାରେ ବିଜେଡିର ପଦଯାତ୍ରା କାର୍ଯ୍ୟକ୍ରମ

ପାଟଣାଗଡ, (କେପିଏନ୍‌ଏସ୍‌) : ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଗାନ୍ଧୀ ଜୟନ୍ତୀ ଦିନ ପାଟଣାଗଡ ଏନ୍‌ଏସି ଠାରେ ପଦଯାତ୍ରା କାର୍ଯ୍ୟକ୍ରମରେ ପାଟଣାଗଡ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବଲାଙ୍ଗିର ଜିଲ୍ଲା ବିଜୁ ଜନତା ଦଳ ସଭାପତି ସରୋଜ କୁମାର ମେହେର ଯୋଗଦାନ କରିଛନ୍ତି । ଆଗାମୀ ଦିନରେ ବିଜେଡ଼ି ଓଡ଼ିଶାର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅନେକ କାର୍ଯ୍ୟକ୍ରମ ହାତକୁ ନେବା ସହ ଓଡ଼ିଶାର ଜନସାଧାରଣଙ୍କ ସେବା ପାଇଁ ନିଜକୁ ପ୍ରସ୍ତୁତ ରଖିବ ବୋଲି ବିଜେଡ଼ି ପକ୍ଷରୁ ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.