ପଞ୍ଚମ ଶ୍ରେଣୀର ବୃତ୍ତିରେ ସଫଳତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ବ୍ଲକ ଶିଶୁ ବିଦ୍ୟାମନ୍ଦିରର ପଞ୍ଚମ ଶ୍ରେଣୀର ଛାତ୍ରୀ ଆଦ୍ୟାଶା ସାହୁ ପଞ୍ଚମ ଶ୍ରେଣୀର ବୃତ୍ତିରେ ସଫଳତା ପାଇ ଥିବାରୁ ପାଇକମାଳ ସହରରେ ଆନନ୍ଦର ଲହରୀ ଖେଳି ଯାଇଛି । ତାଙ୍କର ବାପା ଦିଲୀପ କୁମାର ସାହୁ ଡଭା ମହାବିଦ୍ୟାଳୟର ଅଧ୍ୟାପକ ଥିବା ବେଳେ ମାଁ ବନାନୀ ସାହୁ ଗୃହିଣୀ ଅଟନ୍ତି । ଅଗାଧ ପରିଶ୍ରମ ଓ ସମୟାନୁବର୍ତୀ ହିଁ ସଫଳତାର ଚାବି କାଠି ବୋଲି କହନ୍ତି ବିଦ୍ୟାର୍ଥୀ ।

Leave A Reply

Your email address will not be published.