ଓଲଟିଲା ବରଯାତ୍ରୀ ଗାଡି : ୨ ମୃତ, ୧୨ଗୁରୁତର

ସମ୍ବଲପୁର : ବିଜେପୁର ଥାନା ଅନ୍ତର୍ଗତ ସରନାପାଲି ଛକରେ ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ଜଣ ଗୁରୁତର ହୋଇଛ‌ନ୍ତି । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ସମସ୍ତେ ସଦର ଥାନା ଅନ୍ତର୍ଗତ ରୁହୁନିଆ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.