ପୁଣି କର୍ଲାପାଟରେ ଆଉ ଏକ ହାତୀର ମୃତ୍ୟୁ

କଳାହାଣ୍ଡି : ପୁଣି କର୍ଲାପାଟରେ ଆଉ ଏକ ମାଈ ହାତୀର ମୃତ୍ୟୁ ହୋଇଥିବା ଖବର ମଳିଛି । ମାଈ ହାତୀଟି ସେପ୍ଟିସିମିଆରେ ଆକ୍ରାନ୍ତ ହୋଇ ମରିଥିବା ଜଣାପଡିଛି । ତେବେ ଗତ ୧୪ ଦିନ ମଧ୍ୟରେ ଅଭୟାରଣ୍ୟରେ ୬ଟି ହାତୀ ମରିଥିବା ଜଣାପଡିଛି । ହାତୀ ମୃତ୍ୟୁ ନେଇ କଳାହାଣ୍ଡି ଆରସିସିଏଫ ସୁଦୀପ୍ତ ଦାସଙ୍କ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.