jsm

ଡଃ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ ତମ ଜୟନ୍ତୀ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

csstore

କେସିଙ୍ଗା, (ପ୍ରୀତେଶ ପଟେଲ) : ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠାତା ଡଃ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ ତମ ଜୟନ୍ତୀ (୦୬ ଜୁଲାଇ) ଅବସରରେ କେସିଙ୍ଗା ନଗର ଭାଜପା କମିଟି ତରଫରୁ ସେବା ସପ୍ତାହ ପାଳନ ନିମନ୍ତେ କେସିଙ୍ଗା ତେଲ ନଦୀ ଉପକୂଳରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଗଲା । ଓ ସନ୍ଧ୍ୟା ସାତଟା ସମୟରେ ପଶୁ ଚିକିତ୍ସାଳୟ ପାଖରେ ସନ୍ତୋଷ ଭାଇଙ୍କ କାର୍ଯ୍ୟାଳୟରେ ଜନ୍ମ ଦିବସ ପାଳନ କରାଗଲା । କାର୍ଯ୍ୟକ୍ରମରେ କେସିଙ୍ଗା ନଗର ପୂର୍ବତନ ସଭାପତି ପ୍ରଶାନ୍ତ ବାନାର୍ଜୀ ଓ ମଗନ ସିନ୍ଦୁର, ସନ୍ତୋଷ ଦାଶ, ପ୍ରୀତେଶ ପଟେଲ ସହିତ ସାଧାରଣ ସମ୍ପାଦକ ଯୁଗଲ କିଶୋର ଦୀପ, ଯୁବ ମୋର୍ଚ୍ଚା ସଭାପତି ମଣ୍ଟୁ ବର୍ମା, କମଳାକାନ୍ତ ସାହୁ, ଅନିଲ ସାହୁ, ସୁଧାଂଶୁ ସାହୁ ଓ ଦିନେଶ ଅଗ୍ରୱାଲ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.