ବାଲେଶ୍ୱର, (କେପିଏନଏସ) : ଭୋଗରାଇ ବ୍ଲକ ଖରିଦପିପଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ନୟାପାଲି ଗ୍ରାମର ପିତା ଆଦର୍ଶ ଶିକ୍ଷକ ସ୍ୱର୍ଗତ ରାଧାଶ୍ୟାମ ପାତ୍ର ଓ ମାତା ଶୁବାସିନୀ ପାତ୍ରଙ୍କ ସାନପୁତ୍ର ଡକ୍ଟର ଶିବନାରାୟଣ ପାତ୍ର ୱିମ୍ୟାନସ ପ୍ରଟେକସନ ଏଣ୍ଡ ଏମପାୱାରମେଣ୍ଟ ୱାଲଡ ୱାଇଡ ଫାଉଣ୍ଡେସନ ଦ୍ୱାରା ଓଡ଼ିଶା ଗୌରବ ସମ୍ମାନରେ ସମ୍ମାନିତ ହେବେ ବୋଲି ଜଣାପଡ଼ିଛି । ଏହି ସମ୍ମାନ ଆସନ୍ତା ତା- ୨୨.୩.୨୬ ରିଖରେ ଭୁବନେଶ୍ୱରଠାରେ ପ୍ରାପ୍ତକରିବେ ବୋଲି ଡ. ପାତ୍ର ସୂଚନା ଦେଇଛନ୍ତି ।
Prev Post