csstore

ଉପବାଚସ୍ପତିଙ୍କ ସହ ଚାଏ ପେ ଚର୍ଚ୍ଚାରେ ବିଧାୟକ ଦୁର୍ଗା ତନ୍ତୀ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ସୁନ୍ଦରଗଡ଼ ରାଜସ୍ୱ ଜିଲ୍ଲା ଅଞ୍ଚକର ତଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳ ଗସ୍ତରେ ଥିବା ସମୟରେ ଓଡିଶା ବିଧାନସଭାର ଉପବାଚସ୍ପତି ତଥା ତଲସରାର ବିଧାୟକ ଭବାନୀ ଶଙ୍କର ଭୋଇଙ୍କ ସହିତ ମିଶି କରମଡ଼ିହି ଗ୍ରାମରେ ଏକ ଚାହା ଦୋଜାନରେ ବସି ଲୋକଙ୍କ ସହ ମିଶି ଚାହା ପିଇବା ସହ ଦେଶ ଓ ଆମ ରାଜ୍ୟର ସାମ୍ପ୍ରତିକ ସ୍ଥିତି ଉପରେ ଚର୍ଚ୍ଚା ଆଲୋଚନା କରିଥିଲେ ।

jayashree
Leave A Reply

Your email address will not be published.